Dhanteras 2022 | ଧନତେରସ ଠାରୁ ଏହି 5ଟି ରାଶିରେ ଧନର ବର୍ଷା – Vastu Shastra

ତେବେ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ମା ଲକ୍ଷ୍ମୀ ହେଉଛନ୍ତି ଧନ ଆଉ ଧାନ୍ୟ ର ଦେବୀ, ଆଉ ଯାହାଙ୍କୁ ଆମେ ଅର୍ଣ୍ଣପୂର୍ଣ୍ଣା କହୁ |ଆଉ ସେହି ମା ଲକ୍ଷ୍ମୀ ଙ୍କର କୃପା ଯାହା ଉପରେ ରହିବ ତାଙ୍କର ଜୀବନରେ ସମସ୍ତ ପ୍ରକାରର ଅଭାବ ଦୁରେଇ ଯିବ ସେମାନଙ୍କ ଜୀବନରେ | ତେବେ ସାଧାରଣତଃ ଧନତେରସ ରେ ସୁନା, ରୁପା, ଚାନ୍ଦି କୁ ଘରକୁ ଆଣିଲେ ତାହା ଶୁଭ ହୋଇଥାଏ |ତେବେ ସେହି ଭଳି ଏହି ଧନତେରସ ରେ ପରିବର୍ତ୍ତନ ଆସିବାକୁ ଯାଉଛି 5 ଟି ରାଶିର ବ୍ୟକ୍ତି ଙ୍କ ଜୀବନରେ | ଆଉ ସେମାନଙ୍କର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବା ସହିତ ମହାଲକ୍ଷ୍ମୀ ଙ୍କର ଧନ ବର୍ଷା ମଧ୍ୟ ହେବାକୁ ଲାଗିବ ବୋଲି ଆମ ଜ୍ୟୋତିଷ ବିତ ମାନେ ମତ ଦେଇଛନ୍ତି | ତାହେଲେ ଆସନ୍ତୁ ସେହି 5 ଟି ରାଶି ବିଷୟରେ ଜାଣିବା |

ତେବେ ଯାହା କୁହାଯାଉଛି କି ଏହି ଧନତେରସ ରେ ମହାଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ପଡିବାକୁ ଯାଉଛି 5 ଟି ରାଶି ଉପରେ, ଆଉ ଯେଉଁଠି କୁହାଯାଉଛି କି 5 ଟି ରାଶିର ବ୍ୟକ୍ତି ଙ୍କ ଭାଗ୍ୟରେ ଘର, ଚାକିରୀ, ବ୍ୟବସାୟ ସବୁ କ୍ଷେତ୍ର ରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେଉଁ ରାଶି ସେହି 5 ଟି ରାଶି ରହିଛି ଯେଉଁ ମାନଙ୍କ ଉପରେ ମହା ଲକ୍ଷ୍ମୀ ଧନ ବର୍ଷା କରିବେ ଜାଣିବା |

1-ମେଷ ରାଶି :-

ତେବେ ମେଷ ରାଶିଙ୍କ ବ୍ୟକ୍ତି ଙ୍କ ଉପରେ ଏହି ଧନତେରସ |ମହାଲକ୍ଷ୍ମୀ ଙ୍କର ବିଶେଷ ଭାବରେ କୃପା ବର୍ଷା ଢାଳି ବାକୁ ଯାଉଛନ୍ତି ଏହି ବୃଷ ରାଶିର ବ୍ୟକ୍ତି ଙ୍କ ଜୀବନରେ |ଆଉ ଯେଉଁ କାର୍ଯ୍ୟରେ ହାତ ଦେବେ ଆଶାତୀତ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି ମାନେ | ବ୍ୟବସାୟ, ଚାକିରୀ ସବୁ କ୍ଷେତ୍ରରେ ଉନ୍ନତି ଦେଖା ଦେବ |

2-ବୃଷ ରାଶି :-

ଏହି ବୃଷ ରାଶିର ବ୍ୟକ୍ତି ମାନଙ୍କ ଉପରେ ଧନତେରସ ରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ | ଆଉ ଯେଉଁଠି ମା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ପଡିବ ଏହି କନ୍ୟା ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନରେ |ବ୍ୟବସାୟ ରେ ଲାଭବାନ ହେବେ ପାରିବାରିକ ସୁଖ ଶାନ୍ତି ପ୍ରାପ୍ତି ହେବ,ତାହା ସହିତ ଅଚାନକ ଗୁପ୍ତ ଧନ ପ୍ରାପ୍ତି ର ଯୋଗ ରହିଛି |ମହାଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବ ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ |

4-କନ୍ୟା ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କ ର ନୂଆ ନୂଆ ଲୋକ ଙ୍କ ସହିତ ସମ୍ପର୍କ ଗଢି ଉଠିବ ଓ ଯେଉଁ ପଦ ରେ ରହିବେ ସଂମ୍ମାନ ପାଇବେ |ଏମାନଙ୍କୁ ଶୁଭ ଫଳ ମିଳିବ, ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷୀତ ହେବ |ଆଉ ଧନ ବର୍ଷା ହେବାକୁ ଲାଗିବ ଏହି ଧନତେରସ ରେ |

4-ତୁଳା ରାଶି :-

ଘରେ ହେଉ ବା ବାହାରେ ସବୁଠି ସଂମ୍ମାନ ର ଅଧିକାରୀ ହେବେ ଏହି ତୁଳା ରାଶିର ବ୍ୟକ୍ତି ମାନେ | ତାହା ଛଡା ମହାଲକ୍ଷ୍ମୀ ଙ୍କର ବିଶେଷ କୃପା ମଧ୍ୟ ବର୍ଷିବ ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ |

5-କୁମ୍ଭ ରାଶି :-

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଧନତେରସ ପାଖରୁ ଆସିବାକୁ ଯିବ ବଡ଼ ପାରିବର୍ତ୍ତନ, ଆଉ ଯେଉଁଠି ମହା ଲକ୍ଷ୍ମୀ ବିଶେଷ ଭାବରେ ଶୁଭ ଆଶୀର୍ବାଦ ରଖିବେ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ବୋଲି କୁହାଯାଇଛି |

ତେବେ ଏହା ଥିଲା ସେହି 5 ଟି ରାଶି ବିଷୟରେ କିଛି ସୂଚନା ଯେଉଁ ମାନଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ଏହି ଧନତେରସ ପାଖରୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment