ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ କୁହାଯାଉଛି କି ଆଜି କାଲି ଆପଣ ମାନେ ଅନେକ ସମୟରେ ଚୋରି ହେଉଥିବାର ଦେଖିବାକୁ ପାଉଥିବେ |ତେବେ ଅନେକ ଚୋର ମାନଙ୍କର ଚୋରି ବ୍ୟବସ୍ଥା ମଧ୍ୟ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଚୋର ସାମ୍ନାକୁ ଆସିଛି ଯାହାର ଚୋରି କରୁଥିବା ଜିନିଷ ବିଷୟ ରେ ଆପଣ ମାନେ ମଧ୍ୟ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଚୋର ଜଣଙ୍କର ଚୋରି ବିଷୟରେ ଆସନ୍ତୁ ଜାଣିବା |
ତେବେ ସୂଚନା ଅନୁସାରେ ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଦେଖିବାକୁ ମିଳିଛି ଏକ ଅଜବ ଚୋରି ର କାହାଣୀ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସଞ୍ଜୟ ନିଶା ନାମକ ଏକ ଚୋର କରିବାକୁ ଲାଗିଛନ୍ତି ଭୁବନେଶ୍ୱର ରେ ବିଭିନ୍ନ ଘରେ ପଶିକି ଚୋରି କାଣ୍ଡ | ଆଉ ଯାହା ଜଣା ପଡିଛି କି ଚୋର ଜଣଙ୍କର ଚୋରି କରିବା ସହିତ ଅଜବ ନିଶା ମଧ୍ୟ ଥିଲା ତାଙ୍କର | ଆଉ ଯାହା ଜଣା ପଡିଛି କି ସଞ୍ଜୟ ଚୋର ଜଣଙ୍କ ସୁନା, ଗହଣା ଚୋରି କରିବା ସହିତ ଚୋରି କରୁଥିଲେ ମହିଳା ମାନଙ୍କର ଅନ୍ତବସ୍ତ୍ର | ଆଉ ଯାହା ଧରା ପଡିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରେଇଛି ବୋଲି କୁହାଯାଉଛି |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଚୋର ଜଣଙ୍କୁ ଧରିବା ପରେ ତାହାର ପାଖରୁ 450 ଗ୍ରାମ ର ସୁନା ଓ 650 ଗ୍ରାମ ର ରୁପା ଜବତ କରାଯାଇଛି | ତାହା ଛଡା 250 ଗ୍ରାମ ର ଅନ୍ୟାନ୍ୟ ଦାମୀ ଜିନିଷ ମଧ୍ୟ ଚୋରି କରିଛନ୍ତି | ତାହା ବ୍ୟତୀତ ଚୋର ଜଣଙ୍କ 2018 ମସିହା ରେ 18 ଟି କେଶ ରେ ଫୋସିକି ଥାନା କୁ ଯାଇଥିବା କଥା ମଧ୍ୟ ଭାଇରାଲ ହେବାରେ ଲାଗିଛି |ତେବେ ଚୋର ଜଣଙ୍କ ମଟର ଗାଡ଼ି ସହିତ 2 ଟି ଲାପଟୋପ ମଧ୍ୟ ଚୋରି କରିଥିବା କଥା ସାମ୍ନା କୁ ଆସିଛି |
ଆଉ ଯାହା କୁହାଯାଉଛି କି ସଞ୍ଜୟ ନିଶା ଙ୍କ ଘରେ 250 ରୁ ଅଧିକ ଦାମୀ ଜିନ ପେଣ୍ଟ ମଧ୍ୟ ପୋଲିସ ଜବତ କରିଛି ବୋଲି ଜଣା ପଡିଛି |ତାହା ସହିତ ଚୋର ଜଣଙ୍କ ମହିଳା ମାନଙ୍କର ଆଣ୍ଡାର ଗ୍ରାଉଣ୍ଡ୍ସ ମଧ୍ୟ ଚୋରି କରିବା ସହିତ ସାନିଟାରୀ ପେଡ ମଧ୍ୟ ଚୋରି କରିଥିବାର ଜଣା ପଡିଛି | ତେବେ ଚୋର ଜଣଙ୍କ 5 ମାସରେ 5 ଥର ଚୋରି କରି ଧରା ପଡିଥିବାର ସୂଚନା ମିଳିଛି | ତେବେ ସଞ୍ଜୟ ଙ୍କ ର ବିବାହ ଥିବାରୁ ସେ ଅଳ୍ପ ଜିନିଷ ଘରେ ରଖି ବାକି ସବୁ ବିକ୍ରି କରିକି ବାପା ମା ଙ୍କ ଚିକିତ୍ସା ପାଇଁ ଲଗେଇଥିବା କଥା କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।