ଚପଲ ,ଇଟା ଫିଙ୍ଗିଲ ..ଯଦି ମୋର ସ୍ପଟ ଡେଥ ହେଇଯାଇଥାନ୍ତା ..ମୋ ମା’କୁ କିଏ ଝିଅ ଆଣି ଦେଇଥାନ୍ତା… ଏ ନେଇ କଣ କହିଲେ ରାଣୀ ପ୍ରିୟଦର୍ଶିନୀ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଚର୍ଚ୍ଚାର ବିଷୟ ପାଲଟିଛି ବର୍ତ୍ତମାନ ରାଣୀ ପ୍ରିୟଦର୍ଶିନୀ ଙ୍କର ଭାଇରାଲ ହେଉଥିବା ଭିଡିଓ | ଆଉ ଯେଉଁଠି ରାଣୀ ପଣ୍ଡା ଅଶ୍ଳୀଳ ନାଚ ନାଚିଛନ୍ତି ବୋଲି କହି ମହିଳା ଜଣକ ଷ୍ଟେଜ ଉପରକୁ ରାଣୀ ଙ୍କ ଉପରକୁ ପ୍ରଥମେ ଟେକା ଆଉ ତାହା ପରେ ଚପଲ ମଧ୍ୟ ଫୋପାଡ଼ିଥିଲେ | ଆଉ ଯେଉଁଥିପାଇଁ ଘଟଣା ସ୍ଥଳରେ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ | ଆଉ ଯାହାର ପ୍ରତିକ୍ରିୟା ରଖିକି ରାଣୀ କହିଛନ୍ତି କି ଯଦି ତାଙ୍କର କିଛି ଆଜି ହେଇଯାଇଥାନ୍ତା ତାହେଲେ ସେହି ମହିଳା ଜଣଙ୍କ କଣ ତାଙ୍କର ପରିବାର କଥା ବୁଝିଥାନ୍ତେ କି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ଭଦ୍ରକ ରେ କାଳୀ ପୂଜା ଅବସରରେ ବିରାଟ ଯାତ୍ରା ର କାର୍ଯ୍ୟକ୍ରମ ଚାଲିଥିଲା | ଆଉ ଯେଉଁଠି ଯାତ୍ରା ରାଜନନ୍ଦିନୀ ତରଫରୁ ଡାନ୍ସ ପ୍ରଗ୍ରାମ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା |. ଆଉ ଯେଉଁଠି ହଟ ଆଇଟମ ଗାର୍ଲ ଭାବରେ ରାଣୀ ପଣ୍ଡା ଙ୍କର ଡାନ୍ସ ରେ ଚପଲ ମାଡ଼ କୁ ନେଇକି ରାଣୀ କହିଥିଲେ କି ତାଙ୍କର କୌଣସି କ୍ଷତି ହୋଇଥିଲେ ଜୀବନ ଚାଲି ଯାଇଥିଲେ କଣ ମହିଳା ଜଣଙ୍କ ତାଙ୍କର ପରିବାର କୁ ପଶିଥାନ୍ତେ | ତାହା ବ୍ୟତୀତ ମହିଳା ଜଣକ ଯେଉଁ କହୁଛନ୍ତି କି ସେ ତାଙ୍କର ଝିଅ ଭଳି ହେବେ ତେବେ ଆପଣଙ୍କ ଝିଅ ହୋଇଥିଲେ କଣ ଆପଣ ଚପଲ ଫିଙ୍ଗିଥାନ୍ତେ |

ଏହା ବ୍ୟତୀତ ରାଣୀ ଆହୁରି ମଧ୍ୟ କହିଥିଲେ କି ଯଦି ତାଙ୍କର ଡାନ୍ସ ରେ ଅଶ୍ଳୀଳ ତା ଥିଲା ତାହେଲେ ସେ କଥା ମହିଳା ଜଣକ ଯାତ୍ରା ର ମ୍ୟାନେଜର ବା କମିଟି ର ମେମ୍ବର କୁ କହି ଡାନ୍ସ କୁ ବନ୍ଦ କରି ପାରିଥାନ୍ତେ | କିନ୍ତୁ ମହିଳା ଜଣଙ୍କ ତାହା କରିଲେ ନାହିଁ ମାନେ ତାଙ୍କର କୌଣସି ପ୍ରି ପ୍ଲାନିଂ କରିକି ଆସିଥିବେ |ତାହା ବ୍ୟତୀତ ସେ କହିଛନ୍ତି କି ମହିଳା ଜଣଙ୍କ ତାଙ୍କର ଫେନ ଆଉ ଯେଉଁଥିପାଇଁ ତୋ 300 ଟଙ୍କାରେ ଟିକେଟ କାଟିକି ଯାତ୍ରା ଦେଖିବା ପାଇଁ ଆସିଛନ୍ତି ମହିଳା ଜଣଙ୍କ |

ତାହା ବ୍ୟତୀତ ରାଣୀ କହିଛନ୍ତି କି ଯେଉଁ ଅଶ୍ଳୀଳ ତା କଥା କୁହାଯାଉଛି ଜଣେ ସାଧୁ କୁ ଆଣିକି ତାକୁ ହଟ ଗୀତ ଗାଇବା ପାଇଁ କହିଲେ ସେ କଣ ଗାଇବ | ସେହି ଭଳି ସେ ଯେହେତୁ ଜଣେ ହଟ ଡାନ୍ସ ର ତେଣୁ ତାଙ୍କର ପ୍ରତିଭା କୁ ସେ ଲୋକ ମାନଙ୍କ ପାଖରେ ଦେଖାଉଛନ୍ତି, ଆଉ ଦର୍ଶକ ମାନେ ମଧ୍ୟ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment