ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ଥିବା ଗୋଟିଏ ନାଁ ଆଉ ସେ ନାଁ ଟି ହେଉଛି ଅର୍ଚ୍ଚନା ନାଗ | ତେବେ ଏହି ନାଁ ସେ କୌଣସି ଭଲ କାମ କରିିଥିବା ହେତୁ ଭାଇରାଲ ହୋଇଛି ତାହା ନୁହଁ, ବରଂ ହନିଟ୍ରାପ ଓ ବ୍ଲାକମେଲିଂ କରି ଫିଲ୍ମ ନିର୍ଦେଶକ ଓ ବହୁତ ବଡ ବଡ଼ ନେତାଙ୍କୁ ଫସାଇ କମାଇ ଥିବା ନାଁ | ତେବେ ସୂଚନା ଅନୁଯାୟୀ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଠୁ ଆରମ୍ଭ କରି ବିଭିନ୍ନ ରାଜନେତା ମାନଙ୍କୁ ଅର୍ଚ୍ଚନା ନାଗ ତାଙ୍କ ନାଗ ଜାଲ ରେ ଫୋଶାଇ ବ୍ଲାକମେଲ କିରିବା ଆରମ୍ଭ କରିଥିଲେ ଅର୍ଚ୍ଚନା | ତେବେ ମିଳିଥିବା ସୂଚନା କିଭଳି ଅକ୍ଷୟ ପରିଜାଙ୍କୁ ଓ ବିଭିନ୍ନ ରାଜନେତା ଙ୍କୁ ହନିଟ୍ରାପରେ ଫଶାଇବା ପରେ ବ୍ଲାକମେଲ୍ କରି ତାଙ୍କ ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର କରିଥିଲା ଅର୍ଚ୍ଚନା nag| ତେବେ ସ୍ତ୍ରୀ ପରେ ଏବେ ସ୍ୱାମୀ ଙ୍କ ନା ରେ ଶୁଣିବାକୁ ମିଳିଛି କିଛି ଏମିତି କଥା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆସନ୍ତୁ ତାହେଲେ ସେ ବିଷୟରେ ଜାଣିବା |
ତେବେ ଏହି ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ପୋଲିସ ହେପାଜତରେ ଥିବା ଏହି ଯୁବତୀଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ | ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଓ ଭାଇରାଲ ହେଉଥିବା ଭିଡ଼ିଓ ଅନୁଯାୟୀ ଆପଣ କେବେ ବି ଶୁଣି ନଥିବା ମଦର ବ୍ରାଣ୍ଡ | ସାଧାରଣ ମଦ ଦୋକାନରେ ମିଳୁନଥିବା ବ୍ରାଣ୍ଡର ଲାଗିଥିଲା ସଉକ ଅର୍ଚ୍ଚନା ଙ୍କ ସ୍ୱାମୀ ଙ୍କୁ | ବ୍ଲାକମେଲ ରାଣୀଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୁଆଡେ ଥିଲା ଦାମୀ ମଦର ସଉକ | ତେବେ ଏହି ମଦ ଶହ ଟଙ୍କାରେ ନୁହେଁ, ମଦ ବୋତଲ ପିଛା ଉଡାଉଥିଲେ ହଜାର ହଜାର ଟଙ୍କା | ଭଳିକି ଭଳି ବିଦେଶୀ ମଦ ମଗାଉଥିଲେ ଆଉ ଘରେ ଜମାଉଥିଲେ ମଦର ଆସର |
ତେବେ ଏକଥା ଆମେ କହୁନୁ ବରଂ ଜଗବନ୍ଧୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏସବୁ ଫଟୋ ପୋଷ୍ଟ କରି ମଦ ପ୍ରତି ଥିବା ତାଙ୍କ ଭଲପାଇବାକୁ ଲୋକଙ୍କୁ ଜଣାଇଥିଲେ | ମାଳମାଳ ମଦ ବୋତଲର ଫଟୋ ସହ ଜଗବନ୍ଧୁ ଦେଖାଇ ଦେଇଥିଲେ ଯେ ସେ ଜଣେ ହ୍ୱିସ୍କି ଲଭର |ତେବେ ମିଳିଥିବା ସୂଚନା ଅନୁଯାୟୀ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଙ୍କର କାଳେ ଗୋଟିଏ ସ୍ୱାମୀ ନଥିଲା ତାଙ୍କର ମଧ୍ୟ ତାଙ୍କ ସ୍ତ୍ରୀ ପରି ଥିଲା ଅନେକ ରାଣୀ ବା ଅନେକ ସ୍ତ୍ରୀ | ଯାହାକୁ ନେଇ ଏବେ ଧୀରେ ଧୀରେ ଏହି ଘଟଣା ର ଖୋଲାସ ହେବ ବୋଲି କୁହାଯାଇଛି |
ତେବେ ଦିନକୁ ଦିନ ଅର୍ଚନା ନାଗ ଙ୍କ ନାଗ ପେଡ଼ି ଫିଟିବାକୁ ଲାଗିଛି ଓ ସତ ସାମ୍ନା କୁ ଆସିଛି | ତେବେ ଡବଲ ଲେମନ 10000-12000,ବ୍ଲାକ ଡଗ 6000 ଟଙ୍କା,ରିଭାର୍ସ rigaal3500 -8000 ଟଙ୍କା, କ୍ୱିଉଟିସଲ 2750, ସମଥିଙ୍ଗ ସ୍ପେଶାଲ 1500, ଡେୱାର 2000, ଗ୍ଲେନଫିଲ 4500 ଓ ସ୍ମକ 2500 ଟଙ୍କା ର ପିଉଥିଲେ ଜଗବନ୍ଧୁ ବୋଲି ଜଣା ପଡିଛି |ଆଉ ଘଟଣା ର ବର୍ତ୍ତମାନପରଦା ଫାସ ହେବାକୁ ଲାଗିଛି |ତାହେଲେ ଏହା ଥିଲା ଆଜିର ସେହି ଭାଇରାଲ ଭିଡ଼ିଓ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଥିବା କୁହାଯାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।