ହଁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ସୋସିଆଲ ମିଡ଼ିଆ ଆଜି କେତେ ଆଗକୁ ଗଲାଣି | ଆଉ ଯାହା ମାଧ୍ୟମରେ ଅଅଁ ମାନେ ଘରେ ରହି ବିଭିନ୍ନ କଥା ଜାଣି ପାରୁଛନ୍ତି ଓ ସମସ୍ତ ଙ୍କର ସ୍ୱର ଆପଣ ଙ୍କ ପାଖରେ ପହଞ୍ଚି ପାରୁଛି | ତେବେ ଦର୍ଶକ ବନ୍ଧୁ ଆଜି ମୁଁ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ଯାତ୍ରା ଜଗତର ଆଇଟମ ଗାର୍ଲ | ଯାହାଙ୍କର ନାଚ ଆଉ ଅଭିନୟ ଦେଖିବା ପାଇଁ ଲୋକ ମାନଙ୍କର ଲମ୍ବା ଲାଇନ ଲାଗିଥାଏ, ସେହି ଯାତ୍ରା କୁଇନ ରାଣୀ ପଣ୍ଡା ଙ୍କ ବିଷୟରେ | ଆଉ ତାଙ୍କର ଏକ ନୂଆ ଫ୍ଲିମ ବର୍ତ୍ତମାନ ହଲ ରେ ରିଲିଜ ହେବାକୁ ଯାଉଛି | ଆଉ ରାଣୀ ପଣ୍ଡା କାନ୍ଦି କାନ୍ଦି କହିଛନ୍ତି ଓଡିଶା ବାସୀଙ୍କୁ କି ଫ୍ଲିମ କୁ ଦେଖିବାକୁ ଯିବାକୁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |
ତେବେ ଏଠାରେ ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ଲାଇଫ ଆସିଛନ୍ତି ଆଉ ଲୋକ ମାନଙ୍କୁ ତାଙ୍କ ମନ ଭିତରେ ଥିବା କେତେକ ଅଭୁଲା କଥା କୁ କହିବାକୁ ଲାଗିଛନ୍ତି | ଆଉ ସେ କହିଛନ୍ତି କି ରାଣୀ ପଣ୍ଡା କେବେ କାହାର ଆନୁଷ୍ଠ କରିନି, ଆଉ ସବୁ ବେଳେ ଚେଷ୍ଟା କରିଛି କି ଗରିବ ଦୁଃଖୀ ଦରିଦ୍ର ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ | ରାଣୀ ପଣ୍ଡା ଓଡିଶା ବାସୀ ଙ୍କୁ ସାହାଯ୍ୟ କରୁଥିବା କରୁଛି ଆଉ ଆଗକୁ ବି ସେମିତି କରିଥିବ | ଆଉଁ ସେ ଏହା ମଧ୍ୟ କହିଛନ୍ତି କି ଆଜି ସେ ଯେଉଁ ସ୍ଥାନରେ ପହଞ୍ଚି ଛନ୍ତି ତାହା କେବଳ ସମ୍ଭବ ହୋଇଛି ଓଡିଶା ଲୋକଙ୍କ ପାଇଁ |
ତେବେ ରାଣୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କି ଆଜି କାଲି ଲୋକ ମାନେ ଆଉ ଫ୍ଲିମ ଦେଖିବା ପାଇଁ ହଲ କୁ ଯାଉ ନାହାନ୍ତି | ତେବେ ଆଜି କାଲି ଆଉ ରିଆଲିସ୍ଟିକ ଷ୍ଟୋରି ଆସୁନାହିଁ | ତେବେ ରାଣୀ ପଣ୍ଡା ତାଙ୍କର ବାସ୍ତବ ଜୀବନ ର ସମସ୍ତ କଥା କୁ ନେଇକି ପ୍ରକାଶ ପାଇବାକୁ ଯାଉଛି ତାଙ୍କର ଏକ ଫ୍ଲିମ | ଆଉ ଯେହେତୁ ଯାତ୍ରା ମାଧ୍ୟମରେ ସମସ୍ତ କଥା କୁ ପ୍ରକାଶ କରିବା ସମ୍ଭବ ହୁଏ ନାହିଁ ସେଥିପାଇଁ ଫ୍ଲିମ ମାଧ୍ୟମରେ ପ୍ରକାଶ କରିବା ପାଇଁ ରାଣୀ ପଣ୍ଡା ଚେଷ୍ଟା କରିଛନ୍ତି |
ଆଉ ରାଣୀ ପଣ୍ଡା କାନ୍ଦି କାନ୍ଦି ଓଡିଶା ବାସୀ ଙ୍କୁ କହିଛନ୍ତି କି ତାଙ୍କ ପ୍ରତି ଯଦି ପ୍ରକୃତ ରେ ଓଡିଶା ବାସୀ ଙ୍କର ଭଲ ପାଇବା ରହିଛି, ଶ୍ରଦ୍ଧା ଓ ଭକ୍ତି ରହିଛି ତାହେଲେ ନିହାତି ତାଙ୍କର ପ୍ରକାଶିତ ଫ୍ଲିମ ଟିକୁ ଦେଖିବାକୁ ହଲ କୁ ଯିବେ ଆଉ ତାଙ୍କୁ ସେମିତି ଭଲ ପାଇବା ଦେବେ | ଆଉ ରାଣୀ ପଣ୍ଡା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।