ବୃଷ ରାଶି 2023 to 2030 ଭାଗ୍ୟ ବଦଳିବ ll କଣ ରହିବ ଏହି ୭ ବର୍ଷ ଦେଖନ୍ତୁ – Vastu Shastra

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ଓ ନକ୍ଷତ୍ର ମାନଙ୍କ ର ଗତି ପଥର ପରିବର୍ତ୍ତନ ପାଇଁ ରାଶି ମାନଙ୍କର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହେଇଥାଏ | ଆଉ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ବୃଷ ରାଶି ରେ 2023 ରୁ 2030 ମଧ୍ୟରେ ଅଚାନକ ଧନ ଏହି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି | ତେବେ ବୃଷ ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଆସିବାକୁ ଯାଉଛି ଚମତ୍କାର ପରିବର୍ତ୍ତନ |ତେବେ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ବୃଷ ରାଶି ବିଷୟରେ ଯାହାର ଭାଗ୍ୟ 2023 ଠାରୁ 2030 ପର୍ଯ୍ୟନ୍ତ ଏମାନଙ୍କ ରାଶି ରେ ବହୁତ ବଡ଼ ପରିବର୍ତ୍ତନ ଦେଖା ଦେବ ବୋଲି କୁହାଯାଉଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଗ୍ୟ ଶାଳୀ ବୃଷ ରାଶି ବିଷୟରେ |

ବୃଷ ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି :-

ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ନେଗେଟିଭ ଚିନ୍ତା କରିଥାନ୍ତି | ଏମାନେ ଭଲ ଭାବିବା ପରିବର୍ତ୍ତେ ଖରାପ ଟାକୁ ବେଶୀ ଭାବିଥାନ୍ତି | ସେଥିପାଇଁ ଏମାନେ ସବୁବେଳେ ଦୁଃଖରେ ରହିଥାନ୍ତି | ଏମାନଙ୍କର ଅଖା ପାଖରେ ଯେଉଁ ଖୁସି ରହିଛି ସେମାନେ ସେ ଖୁସି କୁ ଧରିବାକୁ ଚାହାଁନ୍ତି ନାହିଁ | ଏମାନେ ସବୁବେଳେ ନେଗେଟିଭ ଚିନ୍ତାଧାରା ରେ ଥାନ୍ତି | ଏମାନେ ସବୁବେଳେ ଭାବିଥାନ୍ତି ମୋତେ କେହି ଭଲ ପାୟନ୍ତି ନାହିଁ, ମୋ କଥା କେହି ଶୁଣୁ ନାହାନ୍ତି, ମୋ ଜୀବନ ରେ ମୁଁ କେବେ ସଫଳତା ପାଇବି ନାହିଁ | ଏମିତି ଚିନ୍ତାଧାରା ପାଇଁ ଏହି ରାଶି ବ୍ୟକ୍ତି ମାନେ ସବୁବେଳେ ଦୁଃଖ ପାଇଥାନ୍ତି | ହେଲେ କହିବାକୁ ଗଲେ ବୃଷ ରାଶି ଗୋଟିଏ ଏମିତି ରାଶି ଯେଉଁ ରାଶି ରେ ଦୁଃଖ ନଥାଏ | ଏମାନେ ସବୁବେଳେ ଖରାପ ଚିନ୍ତାକରି ଖରାପ ହେଇଥାନ୍ତି ବା ଦୁଃଖ ପାଇଥାନ୍ତି | ତେଣୁ ନେଗେଟିଭ ଚିନ୍ତା ନ କରି ଭଲ ଚିନ୍ତା କରନ୍ତୁ ଦେଖିବେ ଆପଣଙ୍କ ଜୀବନ ସୁଖ ମୟ ହେବ |

ଏହା ଛଡା ଏହି ରାଶି ର ବ୍ୟକ୍ତି ମାନେ ବହୁତ ପ୍ରେମୀ ହେଇଥାନ୍ତି | ଲଭ ଲାଇଫ କୁ ନେଇ ଧ୍ୟାନ ଦେଇଥାନ୍ତି | ଏମାନେ ପରଉପକାରୀ,ସର୍ବଦା କାର୍ଯ୍ୟ ତତ୍ପର, କାର୍ଯ୍ୟ କରିବା ସମୟରେ ଏମାନେ କାହାକୁ ଠକାନ୍ତି ନାହିଁ | ତାହେଲେ ଏହା ଥିଲା ଆପଣଙ୍କର ବ୍ୟକ୍ତିତ୍ୱ ଏବେ ଜାଣିବା 2023 ରୁ 2030 ମଧ୍ୟ ରେ ଏହି ସାତ ବର୍ଷ ଆପଣଙ୍କ ଭାଗ୍ୟ ରେ କଣ ରହିଛି ତାହା ଜାଣନ୍ତୁ |

ଦର୍ଶକ ବନ୍ଧୁ ଏହି ସମୟରେ ଆପଣଙ୍କର ବୌବାହିକ ଜୀବନ ସୁଖ ମୟ ହେବ, ଘର ପରିବାର ରେ ସଂମ୍ମାନ ମିଳିବ | ଚାକିରୀ ପଦାଉନ୍ନତି ହେବ | ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ବିବାହ କରିବା ର ଯୋଗ ରହୁଛି | ସରକାରୀ କ୍ଷେତ୍ର ରେ ଭଲ ସନ୍ନମାନ ସାଙ୍ଗକୁ ଉଚ୍ଚ ପଦବୀ ରେ ମଧ୍ୟ ଭୂଷିତ ହେବେ | ମନ ପ୍ରସନ୍ନ ରହିବ ସୁସ୍ଥ ଓ ନିରାମୟ ରହିବେ | ଜମି ଜାଗା କିଣିବା ର ଯୋଗ ରହିଛି | ବ୍ୟବସାୟ ଲାଭ ଦାୟକ ହେବ, ଯଶସ୍ବୀ ହେବେ | ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ରହିବ | ତେବେ ଏହି ସମୟରେ ଆପଣ ଧଳା କପଡା ପିନ୍ଧବା ଆବଶ୍ୟକ | ଶୁଭ ଅଙ୍କ ଆପଣଙ୍କର 6 ଓ ଦେବ ଦେବ ମହାଦେବଙ୍କୁ ଆପଣ ସ୍ମରଣ କରନ୍ତୁ | ଆଉ ଗୋଟିଏ କଥା ଆପଣ ଭୁଲିବେ ନାହିଁ ଜାନୁୟାରୀ ମାସ ରେ ନୂଆ ଚପଲ କ୍ରୟ କରନ୍ତୁ ନାହିଁ |

ତେବେ ଏହିଭଳି ଭାବରେ 2023 ଠାରୁ 2030 ପର୍ଯ୍ୟନ୍ତ ବୃଷ ରାଶିରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment