ଦେଖନ୍ତୁ Shocking ଭିଡ଼ିଓ : ଅତ୍ୟଧିକ ବାହାଦୁରୀ ନେଲା ଜୀବନ ! ନିମିଷକ ଚାଲିଗଲା ୪ ଜୀବନ BMW ଖଣ୍ଡ ଖଣ୍ଡ…

ହଁ ଦର୍ଶକ ବନ୍ଧୁ ଆଜି କାଲି ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହାକୁ ଦେଖିଲା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିଲେ ନିଜର ସାମାନ୍ୟ ଭୁଲ ସେମାନଙ୍କର କେଉଁଭଳି ଭାବରେ ଜୀବନ କୁ ନେଇଯାଉଛି | ତେବେ ଆମେ କହିବାକୁ ଯାଉଛୁ ସେହି ଘଟଣା ବିଷୟରେ ଯାହା ସୁଲତାନ ପୁର ରେ ଘଟିଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା ହାୟ ସ୍ପିଡ଼ ରେ ଗାଡ଼ି ଚଳାଇବା କାରଣରୁ ଚାଲି ଯାଇଛି 4 ଟି ନିରୀହ ଜୀବନ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ମର୍ମାନ୍ତୁକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଛତ୍ରପୁର ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେଲା ଯୁବକ ମାନଙ୍କ ପାଇଁ କାଳ | ଆଉ ଯେଉଁଠି ପବନ ଗୋଟିଏ ପୂର୍ବାଞ୍ଚଳ ଏକ୍ସପ୍ରେସ ଭଳି BMW କାର କୁ ଚଳାଉଥିଲେ କାର ଚାଳକ | ତେବେ ତାଙ୍କ ସହିତ ତାଙ୍କର ଆଉ 3 ଜଣ ସହକର୍ମୀ ମଧ୍ୟ ଥିଲେ | ଆଉ ଯେଉଁଠି ଫେସବୁକ ରେ ଲାଇଫ ଆସିଥିଲେ ସେମାନେ ଆଉ ଦ୍ରୁତ ଗତିରେ ଚଳାଇବାକୁ ଲାଗିଥିଲେ କାର |ଆଉ କାର ର ବେଗ କୁ ବଢାଇବା ପାଇଁ ବାରମ୍ବାର ତାଙ୍କର ସହକର୍ମୀ ମାନେ କହିଚାଲିଥିଲେ |

ଆଉ ଯେଉଁଠି ଦେଖୁବାକୁ ମିଳିଥିଲା କି ସେହି କାର ଟି 100 କି 200 ନୁହଁ,270 ସ୍ପିଡ଼ ରେ ଘଣ୍ଟା ପ୍ରତି ଚାଲିବାକୁ ଲାଗିଥିଲା | ତେବେ ଯାହା କୁହାଯାଉଛି କି କାର ଟିର ବେଗ ଏତେ ଅଧିକ ଥିଲା କି କାର ଟି ଡ୍ରାଇଭର ର ଆୟତ୍ତ ର ବାହାରେ ଥିଲା | ଆଉ ଯେଉଁଠି କୁହାଯାଉଛି କି କାର ଟି ଭିତରେ ଥିଲା କେତେଜଣ କାର ଟିର ସ୍ପିଡ଼ ବଢାଇବାକୁ କହୁଥିବା ବେଳେ ଆଉ କିଏ କିଏ ମୃତ୍ୟୁ ର ଡର କଥା ମଧ୍ୟ କହୁଥିଲା | ଆଉ ତାହା ଭିତରେ ଜଣେ କହିଥିଲା କି ମାରିବା ଯଦି ସମସ୍ତେ 4 ଜଣ ସାଙ୍ଗରେ ମରିବା |

ଆଉ ଏହା କହିବା ବେଳେ ଆଖି ପିଚୁଳାକେ କାର ଟି ଯାଇ ବାଡେଇ ହେଇଥିଲା କଣ୍ଟେନୋର ସହିତ | ଆଉ ତାହା ପରେ BMW କାର ଟି ସଙ୍ଗେ ସଙ୍ଗେ ଭାଙ୍ଗି ଯାଇଥିଲା ଓ ଖଣ୍ଡ ଖଣ୍ଡ ହୋଇଯାଇଥିଲା |ଆଉ ଯେଉଁଥିରେ ଡାକ୍ତର ଆନନ୍ଦ ପ୍ରକାଶ ମଧ୍ୟ ଥିଲେ | ଆଉ ଏହି ଦୁର୍ଘଟଣା ରେ ସଡ଼କ ସୁରକ୍ଷା କର୍ମୀ ଜଣଙ୍କ କହିଛନ୍ତି କି ଶିକ୍ଷିତ ଲୋକ ହୋଇକି ଯଦି ଏମିତି କରିବେ ତାହେଲେ ଅଶିକ୍ଷିତ ଲୋକ କଣ କରିବେ | ଆଉ ଏମାନଙ୍କର ଭୁଲ ପାଇଁ ଆଜି ସେମାନେ ନିଜର ପ୍ରାଣ ହରାଇଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment