viral ଭିଡ଼ିଓ – ଇନଷ୍ଟାଗ୍ରାମ୍‌ରେ ପ୍ରେମ ସମ୍ପର୍କ ହୋଇ ବିଭାଘର ପର୍ଯ୍ୟନ୍ତ ଗଲା ,ଏବେ ମୁଁ ୫ମାସର ଗର୍ଭବତୀ ହେଲେ ମୋ ସ୍ୱାମୀକୁ ପାଉନି..ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଠିକ ସେହି ଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇନଷ୍ଟାଗ୍ରାମ ରେ ଫ୍ରେଣ୍ଡ ସିପ ଆଉ ତାହା ପରେ ଭଲ ପାଇବା ଓ ପ୍ରେମ ହୋଇଥିଲା | ଆଉ ତାହା ପରେ ଦୁଇଜଣ ବିବାହ ମଧ୍ୟ କରିଥିଲେ କିନ୍ତୁ ଏକ ସ୍ୱାମୀ ତାଙ୍କର ସ୍ତ୍ରୀ ଙ୍କୁ ଛାଡି କୁଆଡେ ପଳେଇ ଯାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ପ୍ରେମ କେତେବେଳେ କାହା ସହିତ ହୋଇଥାଏ ସେ କଥା କିଏ ଵା କହି ପାରିବ, ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ଟି ସାମ୍ନା କୁ ଆସିଛି ଯାହାକୁ ଆପଣ ମାନେ ଦେଖିଲେ ପ୍ରେମ କରିବା ଆଗରୁ ଶହେ ଥର ଚିନ୍ତା କରିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଇନଷ୍ଟା ରେ ପ୍ରଥମେ ଗାୟତ୍ରି ସାମଲ ଓ ସୌମ୍ୟ ଙ୍କ ମଧ୍ୟରେ ଚିନ୍ହା ଜଣା ହୋଇଥିଲା | ଆଉ ତାହା ପରେ ଦୁଇଜଣ ପରସ୍ପର ସହିତ ଦେଖା ମଧ୍ୟ କରୁଥିଲେ |

ତେବେ ପରିବାର ର ସହମତି ଅନୁସାରେ ସେମାନେ କୋଟ ମେରେଜ ଏପ୍ରିଲ 13 ରେ ମଧ୍ୟ କରିଥିଲେ ଆଉ ଭୁବନେଶ୍ୱର ରେ ଘର ଭଡା ନେଇକି ସାଙ୍ଗରେ ମଧ୍ୟ ରହୁଥିବେ | ଆଉ ଦୁହିଁଙ୍କ ମଧ୍ୟ ରେ ସମ୍ପର୍କ ମଧ୍ୟ ରହିଥିଲା ଆଉ ଏବେ ଗାୟତ୍ରୀ 5 ମାସ ର ପ୍ରେଗନେଟ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି | କିନ୍ତୁ ସେହି ଭଲ ପାଇବା ଆଉ ସ୍ବପ୍ନ ଗାୟତ୍ରୀ ଙ୍କର ସ୍ବପ୍ନ ରେ ରହିଗଲା ଆଉ ଯେଉଁଠି କୁହାଯାଉଛି କି ଗାୟତ୍ରୀ ଙ୍କୁ ବିବାହ କରିଥିବା ସୌମ୍ୟ କୁଆଡ଼େ ଗାୟତ୍ରୀ ଙ୍କୁ ଛାଡି ପୋଳେଇଯାଇଛନ୍ତି |

ଆଉ ସେପରେ ସୌମ୍ୟ ଙ୍କ ପରିବାର ଲୋକ ଏହି ଘଟଣା କୁ ନେଇକି ଗାୟତ୍ରୀ ଙ୍କୁ ଦୋଷ ଦେବା ସହିତ ତାଙ୍କୁ ବୋହୂ ଭାବରେ ଗ୍ରହଣ କରିବାକୁ ମଧ୍ୟ ଅରାଜି ଅଛନ୍ତି ବୋଲି କୁହାଯାଉଛି | ଆଉ ଯାହା କୁ ନେଇକି ଗାୟତ୍ରୀ ଥାନା ର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି ,ଆଉ ପ୍ରେମ କରିବା ଆଗରୁ ଶହେ ଥର ଚିନ୍ତା କରିବା କଥା ମଧ୍ୟ କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment