ଦେଖନ୍ତୁ Shocking ଭିଡ଼ିଓ : ପୁଣି Garba ଖେଳୁ ଖେଳୁ ଚାଲିଗଲା ଜୀବନ…

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ବି ଶୁଣିଲେ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଆପଣ ମାନେ ଜାଣିଥିବେ କି ଯେତେବେଳେ ଖୁସି ର ମାହଲ ଆସେ ସେତେବେଳେ ସମସ୍ତେ ମୋତୁଆଲା ହୋଇ ଯାଇଥାନ୍ତି ମୌଜ ଆଉ ମୋଜଲିସ କରିବା ପାଇଁ | ଆଉ ହସ ଖୁସି ରେ ମଧ୍ୟ ମାତି ଯାଇଥାନ୍ତି ସମସ୍ତେ | ଆଉ ସେହି ଖୁସି ପଛରେ ଯେ କେତେ ଦୁଃଖ ଲୁଚିକି ରହିଛି ତାହା କିଏ ବା କହି ପାରିବ | ଆଉ ଯେଉଁଠି ଏହି ଭିଡ଼ିଅକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ | ଆଉ ଯେଉଁଠି ନାଚୁ ଥିବା ସମୟରେ ଯୁବକ ଜଣଙ୍କୁ ଆସି ଯାଇଥିଲା ହାର୍ଟ ଆଟାକ , ଆଉ ଯାହା ଫଳରେ ଘାଟଣା ସ୍ଥଳରେ ଚାଲି ଯାଇଥିଲା ଯୁବକ ଜଣଙ୍କର ଜୀବନ |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଗୁଜୁରାଟ ର ଆଲନ୍ଦ ଜିଲ୍ଲା ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି 21 ବର୍ଷୀୟା ଯୁବକ ବୀରେନ୍ଦ୍ର ସିଂହ ଗରବା ଖେଳୁଥିବାର ଦେଖିବାକୁ ମିଳିଥିଲା | ଆଉ ଯେହେତୁ ପୂଜା ଆଉ ଉତ୍ସବ ର ମାହଲ ଥିଲା ସେଥିପାଇଁ ସମସ୍ତେ ମଧ୍ୟ ବେଶ ଖୁସି ଥିଲେ | ଆଉ ନାଚରେ ପୁରା ପୁରି ନିଜକୁ ଝୁମେଇ ଦେଇଥିଲେ ଏହି ଯୁବକ ଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଲୋକ ମାନେ |

ଆଉ ସେହି ନାଚୁ ନାଚୁ ଘଟି ଯାଇଥିଲା କିଛି ଏଭଳି ଘଟଣା ଯାହା ବିଷୟରେ ଆପଣ ସ୍ବପ୍ନ ରେ ସୁଦ୍ଧା କୋଳନା କରି ଣ ଥିବେ |ତେବେ ଏଠାରେ ଦେଖିବାକୁ ମିଳିଛି କି ଗରବା ନାଚୁ ଥିବା ବେଳେ ଯୁବକ ଜଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା | ଆଉ ଯାହା ଫଳରେ ନାଚୁ ନାଚୁ ଯୁବକ ଜଣ ଙ୍କ ସମସ୍ତଙ୍କ ସାମ୍ନା ରେ ପଡି ଯାଇଥିଲେ | ଆଉ ଯାହା ଫଳରେ ଘଟଣା ସ୍ଥଳରେ ଯୁବକ ଜଣଙ୍କ କେମିତି ହୋଇ ଯାଇଥିଲେ | ଆଉ ଯେଉଁଥିପାଇଁ ଯୁବକ ଜଣଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲ କୁ ମଧ୍ୟ ନିଆ ଯାଉଥିବାର ଦେଖିବାକୁ ମିଳିଥିଲା |

ଆଉ ଯାହା ଜଣା ପଡିଛି କି ଡାକ୍ତର ଙ୍କ ପାଖରେ ପହଂଚିବା ପୂର୍ବରୁ ରାସ୍ତା ରେ ଯୁବକ ଜଣଙ୍କର ଚାଲି ଯାଇଥିଲା ଜୀବନ | ତେବେ ଏଭଳି ହଠାତ ଯୁବକ ଜାଣ ଙ୍କର ଜୀବନ ଯିବା ପଚାରେ ହାର୍ଟ ଆଟାକ ଦାୟି ବୋଲି କହିଛନ୍ତି ଡକ୍ଟର ଜଣଙ୍କ | ଆଉ ଯାହା ଜଣା ପଡିଛି କି ଏଭଳି ବି ମୃତ୍ୟୁ ଆସିପାରେ ବୋଲି କେହି ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment